Download Now Banner

This browser does not support the video element.

ପାଟଣାଗଡ: ପଞ୍ଚାମୁଖୀ ହନୁମାନ ମନ୍ଦିର ସମ୍ମୁଖରୁବିଦେଶ କୁ ଆମ୍ବ ପ୍ରେରଣ ର ଶୁଭାରମ୍ଭ କଲେ ସହକାରୀ ଉଦ୍ୟାନବିତ

Patnagarh, Balangir | Jun 10, 2025
ବାଲିପଟା ଏବଂ ସରମୁହାଣ ଅଞ୍ଚଳ ର ଆମ୍ବ ଆବୁଧାବୁ ଏବଂ ଲଣ୍ଡନ କୁ ରପ୍ତାନୀ ପାଇଁ ମନୋନୀତ କରାଯାଇଛି ।ଏହାର ପ୍ରଥମ ପର୍ଯ୍ୟାୟରେ ଦେଢ଼ଟନ ଆମ୍ବ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ସ୍ଥାନୀୟ ପଞ୍ଚାମୁଖୀ ହନୁମାନ ମନ୍ଦିର ରୁ କଲିକତା କୁ ପଠା ଯାଇଛି କଲିକତା ରୁ ବିଦେଶ କୁ ଏହି ଆମ୍ବ ଯିବ ।ଏଥିପାଇଁ ଆୟୋଜିତ ଉତ୍ସବ ରେ ସ୍ଥାନୀୟ ସହକାରୀ ଉଦ୍ୟାନବିତ ଯୋଗ ଦେଇ ପତାକା ଦେଖାଇ ରପ୍ତାନୀ ର ଶୁଭାରମ୍ଭ କରିଛନ୍ତି
Read More News
T & CPrivacy PolicyContact Us