Install App
shantanupanda7
This browser does not support the video element.
ବଡସାହି: ସାନକେରକ ଉପକଣ୍ଠ କୋଟପାଳ ଗ୍ରାମରେ ତାଲା ଭାଙ୍ଗି ସୁନାରୂପା ଅଳଙ୍କାର ସମେତ ନଗଦ ଟଙ୍କା ଚୋରି ଅଭିଯୋଗରେ ମାମଲା ରୁଜୁକଲା ବଡସାହି ପୁଲିସ
Barsahi, Mayurbhanj | Sep 28, 2025
ବଡ଼ସାହି ଥାନା ଅଧୀନ ସାନକେରକ ଉପକଣ୍ଠ କୋଟପାଳ ଗ୍ରାମରେ ଘରେ କେହି ନଥିବାର ସୁଯୋଗରେ ତାଲା ଭାଙ୍ଗି ମୂଲ୍ୟବାନ ସୁନାରୂପା ଅଳଙ୍କାର ସମେତ ନଗଦ ଟଙ୍କା ଚୋରି ଅଭିଯୋଗରେ ରବିବାର ରାତି ଏଗାରଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କଲା ବଡ଼ସାହି ପୁଲିସ l ଏତଲାକାରୀ କୋଟପାଳ ଗ୍ରାମର ସ୍ୱର୍ଗତ ଭୋଳାନାଥ ମହାନ୍ତଙ୍କ ପୁଅ ଅଶୋକ ମହାନ୍ତଙ୍କ ଅଭିଯୋଗ ମୁତାବକ ଘରେ କେହି ନଥିବାର ସୁଯୋଗନେଇ ଦୁର୍ବୁତ୍ତମାନେ ଲୁଟପାଟ କରିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!