Download Now Banner

This browser does not support the video element.

ତଲସରା: କୁସୁମଡେଗୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ୨୩ ଝାଡ଼ଖଣ୍ଡୀ ବଣୁଆ ହାତୀ ପଲ, ଗ୍ରାମବାସୀ ଭୟଭୀତ

Talasara, Sundargarh | Aug 22, 2025
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ କୁତ୍ରା ବ୍ଳକର କୁସୁମଡେଗୀ ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ୨୩ ଟି ବଣୁଆ ହାତୀ ପଲ ରହିଥିବା ସୂଚନା ମିଳିଛି। ବଡ଼ଗାଁ ଵନ କର୍ମଚାରୀ ମାନେ ଏହି ହାତୀ ପଲ କୁ ଜଗି ରହିଥିବା ପ୍ରକାଶ କରିଛନ୍ତି। ଗତକାଲି ଏହି ହାତୀ ପଲ ନୂଆଗାଁ ରେ ଚାରି ଜଣ ଙ୍କର ଘର ଭାଙ୍ଗିଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us