Download Now Banner

This browser does not support the video element.

ଯାଜପୁର: କହ୍ନେଇପୁର ନିକଟରେ ଭାରସାମ୍ୟ ହରାଇ ବାଇକରୁ ପଡି ଯୁବକ ଗୁରୁତର,ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

Jajapur, Jajpur | Sep 8, 2025
କହ୍ନେଇପୁର ନିକଟରେ ଭାରସାମ୍ୟ ହରାଇ ବାଇକରୁ ପଡି ଯୁବକ ଗୁରୁତର,ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି l ଆଜି ସ୍ଥାନୀୟ ଅଞ୍ଚଳର ଜନୈକ ଯୁବକ ବାଇକରେ ଘରକୁ ଫେରୁଥିଲେ l ହଠାତ କହ୍ନେଇପୁର ଛକରେ ଯୁବକ ଜଣଙ୍କ କୌଣସି କାରଣରୁ ବାଇକର ଭାରସାମ୍ୟ ହରାଇ ଖୋପାଡ଼ି ହେଇ ପଡି ଗୁରୁତର ହେଇଯାଇଥିଲେ l ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ଗୁରୁତର ଯୁବକକୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l
Read More News
T & CPrivacy PolicyContact Us