Install App
newsjajpur9124
This browser does not support the video element.
ଯାଜପୁର: ଯାଜପୁର ଟାଉନ ମା ବିରଜାଙ୍କ ମନ୍ଦିରରେ ପିଣ୍ଡାଦାନ ପାଇଁ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ,ସୁରକ୍ଷାକୁ ନେଇ ମନ୍ଦିର ପରିସରରେ ସୂଚନା ଦେଲେ ଡିଏସପି
Jajapur, Jajpur | Sep 13, 2025
ଯାଜପୁର ଟାଉନ ମା ବିରଜାଙ୍କ ମନ୍ଦିରରେ ପିଣ୍ଡାଦାନ ପାଇଁ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ,ସୁରକ୍ଷାକୁ ନେଇ ମନ୍ଦିର ପରିସରରେ ସୂଚନା ଦେଲେ ଡିଏସପି ଶରତ ଚନ୍ଦ୍ର ପାତ୍ର l ଆଗକୁ ଆସୁଛି ଦୁର୍ଗା ପୂଜା l ଏବେ ଠାରୁ ମା ବିରଜାଙ୍କ ମନ୍ଦିର ଚଳଚଞ୍ଚଳ l ପ୍ରତେଜ ଦିନ ମା ଙ୍କ ମନ୍ଦିରରେ ପିଣ୍ଡଦାନ କରିବାରୁ ଜିଲ୍ଲା ଯଥା ଜିଲ୍ଲା ବାହାରୁ ଶହଶହ ଶ୍ରଦ୍ଧାଳୁ ମାଙ୍କ ମନ୍ଦିରକୁ ଆଗମନ କରୁଛନ୍ତି l ତେବେ ମନ୍ଦିରରେ ଶ୍ରଦ୍ଧାଳୁ ଙ୍କୁ କିଭଳି ସୁରକ୍ଷା ଦିଆଯାଉଛି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଡ଼ିଏସପି ଶ୍ରୀ ପାତ୍ର l
Share
Read More News
T & C
Privacy Policy
Contact Us
Your browser does not support JavaScript!