Install App
dhenkanalknagar
This browser does not support the video element.
ପରଜଙ୍ଗ: କମ୍ପୁଲେଇ ଗ୍ରାମରେ ହାତୀପଲ କଲେ ଉତ୍ପାତ ଘର ଭାଙ୍ଗିଲେ ଖାଇଗଲେ ଚାଉଳ ଶନିବାର ୯ଟାରେ ବନ ବିଭାଗ ଯାଇ କଲା ତଦନ୍ତ
Parajang, Dhenkanal | Sep 13, 2025
କମ୍ପୁଲେଇ ଗ୍ରାମରେ ହାତୀପଲ କଲେ ଉତ୍ପାତ ଘର ଭାଙ୍ଗିଲେ ଖାଇଗଲେ ଚାଉଳ ଶନିବାର ୯ଟାରେ ବନ ବିଭାଗ ଯାଇ କଲା ତଦନ୍ତ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ କମ୍ପୁଲେଇ ଗ୍ରାମରେ ହାତୀପଲ ବ୍ୟାପକ ତାଣ୍ଡବ ଖେଳାଇବା ସହିତ ଘର ଭାଙ୍ଗିଲେ ଖାଇଗଲେ ଚାଉଳ ଖବର ପାଇ ଶନିବାର ବନ ବିଭାଗ ଯାଇ କରିଛନ୍ତି ତଦନ୍ତ ।
Share
Read More News
T & C
Privacy Policy
Contact Us
Your browser does not support JavaScript!