Download Now Banner

This browser does not support the video element.

କଣ୍ଟାମାଳ: ଘିକୁଣ୍ଡି ପଂଚାୟତ ରେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ଅଭିଯୋଗ ଶୁଣାଣି

Kantamal, Boudh (Bauda) | Sep 22, 2025
ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ଅଭିଯୋଗ ଶୁଣାଣି କଣ୍ଟାମାଲ ବ୍ଲକ ଘିକୁଣ୍ଡିପଂଚାୟତ କାର୍ଯ୍ୟଳୟ ରେ ଆଜି ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଛି I ଏହି ଶିବିର ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଅନୁପସ୍ଥିତ ଥିବା ବେଳେ ଉପ ଜିଲ୍ଲାପାଳ ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଓ ଜିଲ୍ଲା ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ I ଅଂଚଳର ଅନେକ ଲୋକ ନିଜ ନିଜ ର ଅଭିଯୋଗ କରିଥିବା ଦେଖିବାକୁ ମିଳିଛି I
Read More News
T & CPrivacy PolicyContact Us