Install App
khariar.news
This browser does not support the video element.
ଖରିଆର: ରିଶିଗାଁ ଗ୍ରାମ ନିକଟରେ ଦୁର୍ଘଟଣା, ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଜଣ ଗୁରୁତର, ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି
Khariar, Nuapada | Sep 27, 2025
ଖଡିଆଳ ଭବାନୀପାଟଣା ରାଜ୍ୟ ରାଜପଥ ୧୬ର ରିଶିଗାଁ ଗ୍ରାମ ନିକଟରେ ଆଜି ୫ ଟାରେ ଦୁର୍ଘଟଣା, ଦୁଇ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଉଭୟ ବାଇକର ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଭୟ ଅଚେତ ଥିବାରୁ ସଠିକ ପରିଚୟ ମିଳିପାରି ନାହିଁ। ଖଡ଼ିଆଳ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!