Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ରହୁଥିବା ଶାନ୍ତି ଆପାର୍ଟମେଂଟରୁ ସିସି ଟିଭି ର ଡିଭିଆର ଚୋରୀ ଘଟଣାରେ ଜଣେ ଗିରଫ

Jharsuguda, Jharsuguda | Aug 26, 2025
ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ରହୁଥିବା ଶାନ୍ତି ଆପାର୍ଟମେଂଟରୁ ସିସି ଟିଭି ର ଡିଭିଆର ଚୋରୀ ଘଟଣାରେ ଜଣେ ଗିରଫ l ବିଧାୟକ ଙ୍କ ଘରୁ ଡିଭିଆର ଚୋରୀ ଘଟଣାରେ ଗିରଫ ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶର କହ୍ନେୟା ପାଲସିଆ l ବିଧାୟକ ଙ୍କ ଘରେ କେହି ନ ଥିବାବେଳେ ଲକ ଭାଙ୍ଗି ଭିତରକୁ ପଶିଥିଲା କହ୍ନେୟା l ପରେ ସିସି ଟିଭି ଡିଭିଆର କୁ ଫିଙ୍ଗି ଦେଇ ଫେରାର ହୋଇଥିଲା l ଏନେଇ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତ କୁ ମଧ୍ୟପ୍ରଦେଶ ରୁ ଗିରଫ କରିଛି l ଆଜି ମଙ୍ଗଳବାର ରାତି ୮ ଟା ୩୦ ରେ ଝାରସୁଗୁଡା ଏସପି ଜି ରେଡି ରାଘବେନ୍ଦ୍ର ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l
Read More News
T & CPrivacy PolicyContact Us