Download Now Banner

This browser does not support the video element.

ବୌଦ୍ଧ ସଦର: ଚଣ୍ଡିଗଡ଼ ଗ୍ରାମରେ ନିକଟରେ ଅଟକି ରହିଛନ୍ତି ହାତୀପଲ, ବ୍ୟାପକ ଧାନ ଚାଷ ନଷ୍ଟ ଅଭିଯୋଗ

Baudh Sadar, Boudh (Bauda) | Aug 28, 2025
ଗୁରୁବାର ସନ୍ଧ୍ୟାରେ ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତର ଚଣ୍ଡିଗଡ଼ ଗ୍ରାମ ନିକଟରେ ଅଟକି ରହିଛନ୍ତି 8 ଟିକିଆ ହାତୀ ପଲ l ଗତକାଲି ବିଳମ୍ବିତ ରାତିରେ ବନ ବିଭାଗ ତେଲିବନ୍ଧ ପଞ୍ଚାୟତ ଆନନ୍ଦପୁର ନିକଟରୁ ହାତୀ ମାନଙ୍କୁ ଘୌଡାଇ ଥିବା ବେଳେ ଆଜି ଚଣ୍ଡିଗଡ ମହାନଦୀ ନିକଟ ଗଛ ଲଟା ନିକଟରେ ଡେରା ପକାଇଛନ୍ତି l ନିକଟରେ ଥିବା ଧାନ ବିଲରେ ଚାଷ ଖାଇବା ସହ ମାଡ଼ି ନଷ୍ଟ କରିଥିବା ଚାଷୀ ଅଭିଯୋଗ କରିଛନ୍ତି |
Read More News
T & CPrivacy PolicyContact Us