This browser does not support the video element.
କୋରାପୁଟ ସହର: ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବ ଜିଲ୍ଲା କୋରାପୁଟରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବିଧାୟକ
Koraput Town, Koraput | Sep 5, 2025
ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବ ଜିଲ୍ଲା ଗୁରୁ ଦିବସରେ କୋରାପୁଟରେ ଅପରାହ୍ନ ୪ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବିଧାୟକ ରଘୁରାମ ମାଛ। ସରକାର ଶିକ୍ଷାର ବିକାଶ ସହ ଭିତ୍ତିଭୂମି ସୁଦୃଢ଼ କରିବାକୁ ମାଳ ମାଳ ଯୋଜନା କରୁଛନ୍ତି। ଶିକ୍ଷା କ୍ଷେତ୍ରରେ ପ୍ରାଥମିକ ଶିକ୍ଷକ ମାନଙ୍କ ଦାୟିତ୍ଵ ଠିକ୍ ଭାବରେ ସମ୍ପାଦନ କଲେ ନିହାତି ଭାବରେ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ପ୍ରଦର୍ଶନୀ ଉଚ୍ଚ କୋଟୀର ହୋଇ ପାରିବ ବୋଲି କହିଛନ୍ତି ବିଧାୟକ।