This browser does not support the video element.
ସୁନ୍ଦରଗଡ ସହର: ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଡୁମାବାହାଲ ରାସ୍ତା ମହୁଲ ପାଲି ଛକ ନିକଟରେ ଅଟୋ ଓଲଟି ଜଣେ ମୃତ, ଥାନାରେ ମାମଲା ରୁଜ୍ଜୁ
Sundargarh Town, Sundargarh | Oct 9, 2025
ଆଜି ଅକ୍ଟୋବର 9 ତାରିଖ ଗୁରୁବାର ଅପରାହ୍ନ 1:30 ପାଖାପାଖି ଏହି ଦୁର୍ଘଟଣା ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମନୋରଞ୍ଜନ ପଶାୟତ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତେବେ ଏ ନେଇ ମୃତକଙ୍କ ସାନ ଭାଇ ମୀନକେତନ ପଶାୟତ ସନ୍ଧ୍ୟା 6:31 ସମୟରେ ଲେଫିପଡ଼ା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ କ୍ରମେ ଲେଫ୍ରିପଡ଼ା ପୋଲିସ ଲେଫ୍ରିପଡ଼ା ଥାନା କେଶ ନମ୍ୱର - 230 ରେ ଏକ ମାମଲା ରୁଜ୍ଜୁ କରି ଦଫା 281/106( 1) ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚାଲୁ ରଖିଛନ୍ତି। ସୂଚନା ଅନୁସାରେ OD - 16 K- 1767 ନମ୍ବର ବିଶିଷ୍ଟ ଅଟୋ ରିକ୍ସା ରେ ମନୋରଂଜନ ଡୁମା ବାହାଲ ଆସୁଥି