Download Now Banner

This browser does not support the video element.

ପାରଳାଖେମୁଣ୍ଡି: ନୀଳମଣି ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ଠାରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

Paralakhemundi, Gajapati | Sep 11, 2025
ନୀଳମଣି ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ଠାରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ । ଗଜପତି ଜିଲ୍ଲା ରାୟଗଡ ବ୍ଲକ ନାରାୟଣପୁର ସ୍ଥିତ ନୀଳମଣି ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ଠାରେ ଜୋନାଲ ସ୍ତରୀୟ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ୬ ଟି ବିଦ୍ୟାଳୟର ଉଭୟ ବାଳକ ଓ ବାଳିକା ବର୍ଗରେ ୧୫୫ ଜଣ ଖେଳାଳି ଏଥିରେ ଭାଗ ନେଇଥିବା ବେଳେ କବାଡ଼ି, ଭଲିବୋଲ , ଖୋଖୋ ଓ ଏଥେଲେଟିକ୍ସ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ସଫଳତା ପାଇଥିବା ଖେଳାଳି ମାନେ ଆଗାମୀ ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଏହି
Read More News
T & CPrivacy PolicyContact Us