This browser does not support the video element.
ଓରିଏଣ୍ଟ: ସାହସବଗା ଛକ ବୁଲାଣିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
Orient, Jharsuguda | Aug 23, 2025
ଜାତୀୟ ରାଜପଥ -୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସାହସବଗା ଛକ ବୁଲାଣିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l କୋଇଲା ବୋଝେଇ ଟ୍ରଲର ଧକ୍କା ରେ ଜଣେ ମୋଫେଡ଼ ଆରୋହୀ ପ୍ରାଣ ହରାଇଛନ୍ତି l ଝାରସୁଗୁଡା ପଟୁ କନକତୋରା ଅଭିମୁଖେ ଦ୍ରୁତଗତିରେ ଟ୍ରଲର ଟି ସାହାସବଗା ଛକ ବୁଲାଣିରେ ବିପରୀତ ଦିଗରୁ ଆସୁଥିବା ଜଣେ ମୋପେଡ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ମୋପେଡ଼ ଗାଡ଼ି ଚାଳକ ଜାମଗାଁ ଗ୍ରାମର ଶେଷଦେବ ପଧାନ ଗୁରୁତର ଆହତ ହୋଇଥିଲେ ।