This browser does not support the video element.
ବୌଦ୍ଧ ସଦର: ଖଇରମାଲ ଜଙ୍ଗଲ ରେ ଚଢ଼ାଉ ବିପୁଳ ମହୁଲପୋଚ ନଷ୍ଟ ଦେଶୀ ମଦ ଜବତ
Baudh Sadar, Boudh (Bauda) | Aug 30, 2025
ବିପୁଳ ମହୁଲ ପୋଚ ନଷ୍ଟ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ Iସୂଚନା ଅନୁସାରେ ଅବକାରୀ ବିଭାଗ ପକ୍ଷରୁ ବାଉଁଶୁଣି ଥାନା ଖଇର ମାଳ ଗ୍ରାମ ନିକଟ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତି ଚାଲିଥିବା ନେଇ ଖବର ପାଇ ଚଢ଼ାଉ କରାଯାଇଥିଲା | ଘଟଣା ସ୍ଥଳରୁ ମାଫିଆ ଫେରାର ମାରିଥିବା ବେଳେ ଅବକାରୀ ଟିମ ୨୮୦ କେଜି ମହୁଲ ପୋଚ ସହ ୩୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଛି | |