Download Now Banner

This browser does not support the video element.

ଝାରସୁଗୁଡା: କିର୍ମିରା ସୋସାଇଟିରୁ ସାର ଚୋରି ଘଟଣାରେ କିର୍ମିରା ପ୍ୟାକ୍ସ ସମ୍ପାଦକ ଗିରଫ

Jharsuguda, Jharsuguda | Sep 10, 2025
ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ କିର୍ମିରା ସୋସାଇଟିରୁ ସାର ଚୋରି ଘଟଣାରେ କିର୍ମିରା ପ୍ୟାକ୍ସ ସମ୍ପାଦକ ଗିରଫ l ଗିରଫ ଅଭିଯୁକ୍ତ ଜଣକ ବୁଦ୍ଧଦେବ ସାହୁ ବୋଲି ଆଜି ସନ୍ଧ୍ୟା ୭ ଟା ୩୦ ରେ ଲାଇକେରା ପୋଲିସ ସୂଚନା ଦେଇଛି l ସୂଚନା ଅନୁଯାୟୀ, ଗତକାଲି ରାତିରେ କିର୍ମିରା ସୋସାଇଟିରୁ ସାରର ଚୋରି ବେଳେ ଗ୍ରାମବାସୀମାନେ ୨୬ ବସ୍ତା ସାର ଲୋଡିଂ ହୋଇଥିବା ପିକ୍‌ଅପ୍ କୁ ଧରି ଲଇକେରା ଥାନାର ଜିମା ଦେଇଥିଲେ l ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ନନ୍ଦ, ଲଇକେରା ତହସିଲଦାର ସଞ୍ଜୀବ କୁଲୁ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଥିଲେ l
Read More News
T & CPrivacy PolicyContact Us