Download Now Banner

This browser does not support the video element.

ପଟ୍ଟାଙ୍ଗୀ: ଚିକିତ୍ସା ପାଇଁ ବାପାଙ୍କୁ ନେଇ ଆନ୍ଧ୍ରରେ ଭାଇ ନିଖୋଜ ସୁନାବେଡ଼ା ଥାନାରେ ଅଭିଯୋଗ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଭ‌ଉଣି

Pottangi, Koraput | Sep 2, 2025
ଚିକିତ୍ସା ପାଇଁ ବାପାଙ୍କୁ ନେଇ ଆନ୍ଧ୍ରପ୍ରଦେଶ ଯାଇ ନିଖୋଜ ହୋଇ ଯାଇଛନ୍ତି ସୁନାବେଡ଼ା ପୌର ପରିଷଦ ୱାର୍ଡ଼ ନଂ ୪ ଡିପି କ୍ୟାମ୍ପର ହିରେନ୍ଦ୍ର ସରକାର ଦୁଇ ଦିନ ଧରି କିଛି ଖୋଜ ଖବର ନମିଳିବାରୁ ସୁନାବେଡ଼ା ଥାନାରେ ଅଭିଯୋଗ କରିଥିବା ଆଜି ରାତି ୮ଟା ସମୟରେ ହିରେନ୍ଦ୍ରଙ୍କ ଭ‌ଉଣି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି। ଯଥାଶୀଘ୍ର ଭାଇକୁ ଖୋଜି ଆଣିବାକୁ ନିବେଦନ କରିଛନ୍ତି।
Read More News
T & CPrivacy PolicyContact Us