This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ତୃତୀୟ ଥର ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ସଭାପତି ଭାବେ ଚୟନ ହେଲେ ପ୍ରହଲ୍ଲାଦ ହିଆଲ
Nabarangapur PS, Nabarangpur | Sep 7, 2025
ତୃତୀୟ ଥର ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ସଭାପତି ଭାବେ ଚୟନ ହେଲେ ପ୍ରହଲ୍ଲାଦ ହିଆଲ ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ କମିଟି ସଭାପତି ଭାବରେ ତୃତୀୟ ଥର ପାଇଁ ପ୍ରହଲ୍ଲାଦ ହିଆଲ ଙ୍କୁ ଚୟନ କରାଯାଇଛି। ବ୍ଲକ କଂଗ୍ରେସ ସଭାପତି ଚୟନ ପାଇଁ ପୂର୍ବରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ତେନ୍ତୁଳିଖୁଣ୍ଟି ବ୍ଲକର ୧୫ ଗୋଟି ପଂଚାୟତ ର ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇ ନିଜ ମତାମତ ରଖିଥିଲେ।