This browser does not support the video element.
ତେଲକୋଇ: ବନବିହାରୀପୁର ଜୁଆଙ୍ଗ ସାହିରେ ଅପଟଣ ,ପୋଖରିକୁ ଗାଧୋଇବାକୁ ଯାଇ ଫେରିଲେନି ଯୁବକ
Telkoi, Kendujhar | Sep 4, 2025
ସୂଚନା ଅନୁଯାଇ ବନବିହାରୀ ପୁର ଜୁଆଙ୍ଗ ସାହିର ମଧୁ ଜୁଆଙ୍ଗ ପୋଖରିକୁ ଗାଧୋଇବାକୁ ଯାଇ ଆଉ ଫେରି ନାହିଁ । ଏହାକୁ ନେଇ ମଧୁଙ୍କ ପରିବାର ଅଗ୍ନିସମ ବିଭାଗକୁ ଖବର ଦେଇଥିଲେ ।ସେହି ପୋଖରୀ ରେ ତେଲକୋଇ ଅଗ୍ନିସମ ବିଭାଗ ଖୋଜିବା ପାରି ରଖିଛନ୍ତି । ତୁଠରେ ଗାମୁଛା ଚପଲ ପଡ଼ିରହିଛି । ଆଜି ପୂର୍ବାହ୍ନ ୧୧.୩୦ ମି. ସମୟରେ ପ୍ରତୀକ୍ରିୟା ରଖିଛନ୍ତି ପରିବାର ।