Install App
sukindakhabar
This browser does not support the video element.
ସୁକିନ୍ଦା: ସୁକିନ୍ଦା ହନୁମାନ ଛକ ପାଖ 53ନଂ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଜଳମଗ୍ନ ଜନ ସାଧାରଣ ଯାତାୟତ ବାଧାପ୍ରାପ୍ତ
Sukinda, Jajpur | Sep 3, 2025
ଲଘୁଚାପ ଜନିତ ପ୍ରବଳ ବର୍ଷା ପ୍ରଭାବରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ହନୁମାନ ଛକ ପାଖ 53ନଂ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବା ବେଳେ ଜନ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବୁଧବାର ଅପରାହ୍ନ 4:30 ମିନିଟ ସମୟରେ ଦେଖିବାକୁ ମିଳିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!