Download Now Banner

This browser does not support the video element.

ତଲସରା: ଦାଣ୍ଡଜମିରା ଗ୍ରାମ ନିକଟରେ ବଣୁଆ ଦନ୍ତାହାତୀ, ବ୍ୟାପକ ଧାନ ଫସଲ ହାନି

Talasara, Sundargarh | Aug 23, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଦାଣ୍ଡଜମିରା ଗ୍ରାମ ନିକଟରେ ଆଜି ସକାଳୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ବଣୁଆ ଦନ୍ତାହାତୀ ଉପଦ୍ରବ କରୁଛି। ଗ୍ରାମ ର ବହୁ ଚାଷୀ ମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ କୁସୁମଢେଗୀ ନିକଟସ୍ଥ ଜଙ୍ଗଲ ରେ ରହୁଥିବା ୨୩ ଟିକିଆ ଝାରଖଣ୍ଡି ବଣୁଆ ହାତୀ ପଲ ତୁଡାଲଗା ଗ୍ରାମ ଦେଇ ବିରତୁଲା ଗ୍ରାମ କୁ ଯାଇଛନ୍ତି। ତେବେ ସେହି ଗୋଠରେ ରହିଥିବା ଏକ ଦନ୍ତାହାତୀ ଦାଣ୍ଡଜମିରା ଗ୍ରାମ ନିକଟରେ ରହିଯାଇଥିବା ବେଳେ ଉପଦ୍ରବ କରିଛି।
Read More News
T & CPrivacy PolicyContact Us