This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: DBL କମ୍ପାନୀ ର ମନମମାନି ପାଇଁ ହଇରାଣ ହେଉଛନ୍ତି ଲୋକେ। ଆଜି ବାରିକପୁର ବ୍ରିଜ ଉପରୁ ପଥର ଖସି ବାଇକ୍ ଚାଳକ ଗୁରୁତର
Bhadrak Rural, Bhadrak | Sep 7, 2025
ବ୍ରିଜ ଉପରୁ ପଥର ଖସି ବାଇକ୍ ଚାଳକ ଗୁରୁତର।ଚାଲିଛି ବ୍ରିଜ କାମ।୧୬ନମ୍ୱର୍ ଜାତୀୟ ରାଜପଥ ବାରିକପୁର ଏବେ ଅସୁରକ୍ଷିତ । ବେପରୁଆ ଭାବେ ଡିବିଏଲ୍ କମ୍ପାନୀ ବ୍ରିଜ କାମ କରୁଥିବା ବେଳେ ତଳେ ଯାଇଥିବା ଗାଡ଼ି ଓ ବାଇକ୍ ସବୁ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଆଜି ଜୈନକ ବ୍ୟକ୍ତି ତାଙ୍କ ପରିବାର ଙ୍କୁ ନେଇ ବାଇକ ରେ ଯାଉଥିବା ବେଳେ ବାରିକପୁର ଠାରେ ଓଭର ବ୍ରିଜ ଉପରୁ ପଥର ଖସିଥିଲା ବାଇକ୍ ଉପରେ। ତେବେ ବାଇକ୍ ଚାଳକ ଏଥିରେ ଗୁରୁତର ହେବାରୁ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ରେ ଭର୍ତ୍ତି କରଯାଇଛି। ତେବେ ଘଟଣା ସ୍ଥଳରେ ଆସୋନ୍ତୋସ ବୃଦ୍ଧିପାଇଛି।