This browser does not support the video element.
ଚମ୍ପୁଆ: ବଡବିଲ ଆରଟିଓ ଅଫିସ ନିକଟରେ ଦୁର୍ଘଟଣାରେ ବାଇକ ଚାଳକ ଆହତ
Champua, Kendujhar | Sep 11, 2025
ବଡବିଲ ଯୋଡା ରାଜପଥର ଆରଟିଓ ଅଫିସ ନିକଟରେ ଆଜି ଜଣେ ବ୍ୟକ୍ତି ବାଇକ ଯୋଗେ ଯାଉଥିବା ବେଳେ ଖରାପ ରାସ୍ତା ଯୋଗୁ ବାଇକ ଦୁର୍ଘଟଣାର ଶୀକାର ହୋଇଥିଲେ। ଏହି ଦୁର୍ଘଟଣାରେ ବାଇକ ଚାଳକ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରୁଥିବା ଦେଖା ଯାଇଥିଲା।