Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ସଙ୍କେତ ଜାରି ରହିଛି ଆଇ ଏମ ଡି ବିଭାଗ

Paralakhemundi, Gajapati | Aug 27, 2025
ଗଜପତି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ସଙ୍କେତ ଜାରି ରହିଛି ଆଇ ଏମ ଡି ବିଭାଗ। ଗଜପତି ଜିଲ୍ଲାରେ ଗତ କିଛି ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ଆଜି ପୁଣି ଆଇ ଏମ ଡି ବିଭାଗ ପକ୍ଷରୁ ଜିଲ୍ଲାକୁ ଆଜି ବାରଟା ବେଳେ ୟେଲୋ ସଙ୍କେତ ଜାରି କରିଛି। ଯାହାକି ଆସନ୍ତା କାଲି ଅର୍ଥାତ ଅଗଷ୍ଟ ୨୮ ତାରିଖ ସକାଳ ଆଠଟା ତିରିଶି ମଧ୍ୟରେ ଘଡଘଡି ସହ ପ୍ରବଳ ବର୍ଷା ହେବା ନେଇ ଆଇ ଏମ ଡି ବିଭାଗ ପକ୍ଷରୁ ଆନୁମାନିକ କୁହାଯାଇଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଘଡଘଡି ସମୟରେ ବାହାରକୁ ନଯିବା, ନଦୀ ନାଳକୁ ନଯିବା ପାଇଁ ସତର୍କ କରାଯାଇଛି।
Read More News
T & CPrivacy PolicyContact Us