This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ସଂଗଠନ ସୃଜନ ଅଭିଯାନ କୁ ନେଇ ସାମ୍ବାଦିକ ସମ୍ମିଳନୀ
Bhadrak Rural, Bhadrak | Sep 6, 2025
ଆଜି ଭଦ୍ରକ ଜିଲ୍ଳା ଗ୍ରସ୍ତରେ କଂଗ୍ରେସ ସାଂସଦ ତଥା ସଂଘଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ର ପର୍ଯ୍ୟବେକ୍ଷକ ଏ ରେ ଗେରେ ତୁକାରାମ ଆସି ଜିଲ୍ଲାର ତୃଣମୂଳ ସ୍ତରରେ ନେତାଙ୍କ ସହ ଆଲୋଚନା କରିଥିଲେ, କଂଗ୍ରେସ କୁ କିପରି ସଦୃଢ଼ କରିହେବ ସେ ନେଇ ନେତା କର୍ମୀ ମାନଙ୍କ ସହ ଆଲୋଚନା କରୁଛନ୍ତି,ଏ ନେଇ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ ସଂଧ୍ୟା 5 ଘଟିକା ରେ ଅନୁଷ୍ଠିତ ହୋଇଯାଇଛି