Download Now Banner

This browser does not support the video element.

ପୋଲସରା: ବୁଗୁଡ଼ା ବି କରଡାବାଡି ସେବା ସମବାୟ ସମିତି ଆଗରେ ସାର ବଣ୍ଟନ କୁ ନେଇ ଚାଷୀ ଙ୍କ ଭିଡ଼,ବର୍ଷା ରେ ଭିଜି ସାର ପାଇଁ ଅପେକ୍ଷା କରିଛନ୍ତି ଚାଷୀ

Polasara, Ganjam | Sep 26, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବି କରଡାବାଡି ସେବା ସମବାୟ ସମିତି ଆଗରେ ସାର ପାଇଁ ଚାଷୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।ବିଳମ୍ବିତ ରାତି ରୁ ଆଖପାଖ ଶତାଧିକ ଚାଷୀ ସେବା ସମବାୟ ସମିତି ଆଗରେ ଧାଡିରେ ଛିଡା ହୋଇଥିଲେ l ତେବେ ଆଜି ମଧ୍ୟାହ୍ନ ରେ ହୋଇଥିବା ବର୍ଷା ଚାଷୀ ଙ୍କୁ ବଡ଼ ହଇରାଣ କରିଛି l ଲଗାଣ ବର୍ଷା ଯୋଗୁଁ ଚାଷୀ ମାନେ ବର୍ଷାରେ ଭିଜି ଭିଜି ସାର ପାଇଁ ଲମ୍ବା ଧାଡ଼ିରେ ଛିଡ଼ି ହୋଇ ସାର ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us