Download Now Banner

This browser does not support the video element.

ସୁନ୍ଦରଗଡ ସହର: ପ୍ରଧାନମନ୍ତ୍ରୀଙ୍କ ମାଁଙ୍କୁ ନେଇ ରାହୁଳ ଗାନ୍ଧୀ ଦେଇଥିବା କଟୁ ମନ୍ତବ୍ୟ ପ୍ରତିବାଦରେ ଆଜି ରାଉରକେଲା ବିଜେପି ଘେରିଲା ରାଉରକେଲା କଂଗ୍ରେସକୁ

Sundargarh Town, Sundargarh | Sep 1, 2025
ଆଜି ସେପ୍ଟେମ୍ବର 1 ତାରିଖ ସୋମବାର ପୂର୍ବାହ୍ନ 11 ଟା ପାଖାପାଖି ସମୟରେ ଏହି ତୁମୁଳ କାଣ୍ଡ ଘଟିଥିଲା। ରାଉରକେଲା ଜିଲ୍ଲା କଗ୍ରେସ କାର୍ଯ୍ୟାଳୟକୁ ଘେରିଥିଲା ରାଉରକେଲା ବିଜେପି । ବିହାରର ଏକ ସଭାରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଙ୍କୁ ନେଇ ଅଶ୍ଲିଳ ମନ୍ତବ୍ୟ ଦେବା , ଦେଶର ପ୍ରଧାନମନ୍ତ୍ରୀଙ୍କୁ ଚୋରର ଅଖ୍ୟା ଦେବା ଘଟଣାକୁ କେନ୍ଦ୍ର କରି ରାଉରକେଲା ବିଜେପି ଏହି କାଣ୍ଡ ଘଟାଇଛି। ରାହୁଳ ଗାନ୍ଧୀଙ୍କ ମନ୍ତବ୍ୟ ବିରୋଧରେ ଆଜି ପୂର୍ବାହ୍ନରେ ରାଉରକେଲା ବିଜେପି ଓ ବିଜେପି ମହିଳା ମୋର୍ଚା ପକ୍ଷରୁ ସେକ୍ଟର-21 ରେ ଥିବା ଜିଲ୍ଲା କଂଗ୍ରେସ କାର୍ଯ୍
Read More News
T & CPrivacy PolicyContact Us