Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅଣଛାତ୍ର ପରେ ସରକାରୀ କ୍ୱାଟରରୁ ହଟିଲେ ଭଡ଼ାଟିଆ ଓ ଜବରଦଖଲ କାରୀ, ଖାଲି କଲା ପୋଲିସ

Bhubaneswar M Corp, Khordha | Sep 11, 2025
ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅଣଛାତ୍ର ପରେ ସରକାରୀ କ୍ୱାଟରରୁ ହଟିଲେ ଭଡ଼ାଟିଆ ଓ ଜବରଦଖଲ କାରୀ, ଖାଲି କଲା ପୋଲିସ | ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅଣଛାତ୍ର ପରେ ସରକାରୀ କ୍ୱାଟରରୁ ହଟିଲେ ଭଡ଼ାଟିଆ ଓ ଜବରଦଖଲ କାରୀ । କ୍ୟାମ୍ପସ ରେ ପ୍ରଫେସର ଓ କର୍ମଚାରୀ ଙ୍କ ପାଇଁ ନିର୍ମାଣ ହୋଇଥିବା କ୍ୱାଟର ଗୁଡିକ ଏବେ ଜବରଦଖଲକାରୀଙ୍କ କବଜାରେ। ବାଣୀ ବିହାର କ୍ୟାମ୍ପସ ରେ ୬୧୦ କ୍ୱାର୍ଟର ରହିଚି। ୪୯୨ ଷ୍ଟାଫ କୁ ଅନୁମତି ମିଳିଚି କ୍ୱାର୍ଟର ରେ ରହିବା ପାଇଁ। ବାକି ୧୧୮ କ୍ୱାର୍ଟର ଖାଲି ପଡ଼ିଛି। ତା ଭିତରୁ ୪୯ କ୍ୱାର୍ଟର ରେ ଲୋକ ଅନଧିକାର ଭାବେ ଲୋକେ ରହୁଥିଲେ।
Read More News
T & CPrivacy PolicyContact Us