Download Now Banner

This browser does not support the video element.

ଆସିକା: ଓସଆରଟିସି ବସଷ୍ଟାଣ୍ଡ ନିକଟ, ଲକ୍ଷ୍ମୀ ବଜାର, ନୂଆ ବସଷ୍ଟାଣ୍ଡ ଭଳି ବିଭିନ୍ନ ସ୍ଥାନର ହୋଟେଲ ଗୁଡିକ ରେ ଚଢ଼ାଉ,ମୋଟା ଅଙ୍କର ଫାଇନ ଆଦାୟ

Asika, Ganjam | Aug 26, 2025
ଗଞ୍ଜାମ ଜିଲ୍ଲା ପ୍ରଶାସନ ର ନିର୍ଦେଶ କ୍ରମେ ଆସିକା ଏନଏସି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ନେତୃତ୍ୱ ରେ ଏନଏସି ର ବହୁ କର୍ମଚାରୀ ଏବଂ ପୋଲିସ ସହାୟତା ରେ ଏକ ଟିମ ଗଠନ କରାଯାଇ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି l ସହର ର ଓସଆରଟିସି ବସଷ୍ଟାଣ୍ଡ ନିକଟ,ନୁଆଁ ବସଷ୍ଟାଣ୍ଡ,ଲକ୍ଷ୍ମୀ ବଜାର, କୋର୍ଟ ଛକ,କଳିଙ୍ଗ ରୋଡ଼, ବିଜୁ ପଟ୍ଟନାୟକ ଛକ ସମେତ ବିଭିନ୍ନ ସ୍ଥାନରେ ରହିଥିବା ହୋଟେଲ ଗୁଡିକ ରେ ଏହି ଟିମ ଚଢ଼ାଉ କରି ରୋଷେଇ ସ୍ଥାନ ଗୁଡିକ ରେ କିଭଳି ସ୍ୱଛତା ରହିଛି ତାହାର ଯାଞ୍ଚ କରିବା ସହ ନିନ୍ମମାନର ଖାଦ୍ୟ ଯୋଗାଉଥିବା ହୋଟେଲ ଗୁଡିକଠାରୁ ଫାଇନ ଆଦାୟ କରାଯାଇଛି l
Read More News
T & CPrivacy PolicyContact Us