Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନିଶା କାରବାର ରୋକିବା ପାଇଁ ପୋଲିସର ପ୍ରସ୍ତୁତି,ୟୁନିଟ -5 ସାଇବର କମ୍ପ୍ଲେକ୍ସ ରେ ପ୍ରତିକ୍ରିୟା ରଖିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର
Bhubaneswar M Corp, Khordha | Aug 25, 2025
ଚୋରା ନିଶା କାରବାର ରୋକିବାକୁ ସରକାର ଙ୍କ ବଡ଼ ପ୍ଲାନ | ଏଣିକି ଚାଲାଣକାରି ନୁହେଁ ମାଷ୍ଟର ମାଇଣ୍ଡ କୁ ଧରିବାକୁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ | ସମସ୍ତ ଶିକ୍ଷାନୁଷ୍ଠାନ ହେବ ଡ୍ରଗ୍ସ ଫ୍ରି | ବାହାର ରାଜ୍ୟର ନିଶା ବେପାରୀଙ୍କ ଉପରେ ପୋଲିସର ନଜର | ଶିକ୍ଷାନୁଷ୍ଠାନ ପାଖରେ ନିଶା କାରବାର କରୁଥିବା ଲୋକଙ୍କୁ ବାନ୍ଧିବ ପୋଲିସ | ସ୍କୁଲ ଓ କଲେଜ ନିକଟରେ ଏନଫୋର୍ସମେଣ୍ଟ କୁ କଡା କଡୀ ବ୍ୟାପକ କରିବାକୁ ପ୍ରସ୍ତୁତି କଲା ପୋଲିସ | ଏନେଇ ଲୋକସେବା ଭଵନ ରେ ବସିଥିଲା ବଡ଼ ବୈଠକ | ମୁଖ୍ୟଶାସନ ସଚିବ ଙ୍କ ଅଧକ୍ଷତାରେ ବସିଥିବା ବୈଠକ ରେ ଯୋଗଦେଇଥିଲେ |
Share
Read More News
T & C
Privacy Policy
Contact Us
Your browser does not support JavaScript!