Install App
kantabanjikhabar
This browser does not support the video element.
କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା, ଚୁଲିଫୁଙ୍କା ରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉଦଘାଟିତ ଯୋଗ ଦେଲେ ବଲାଙ୍ଗୀର ସାଂସଦ ଓ ବିଧାୟକ
Kantabanji, Balangir | Sep 13, 2025
ବଙ୍ଗୋମୁଣ୍ଡା ବ୍ଲକର ବଙ୍ଗୋମୁଣ୍ଡା ଏବଂ ଚୁଲିଫୁଙ୍କାର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ଉଦଘାଟିତ ହୋଇଛି । ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ,ବିଧାୟକ ଲକ୍ଷ୍ମଣ ବାଗ, ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା ଉପସ୍ଥିତ ରହି ଉଦଘାଟନ କରିଥିଲେ ।ଚୁଲିଫୁଙ୍କା ସରପଞ୍ଚ ଯମୁନା ବେହେରା ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!