Download Now Banner

This browser does not support the video element.

କଣ୍ଟାବାଞ୍ଜି: ବେଲପଡା ପଞ୍ଚାୟତର ମନରେଗା କାମରେ ଦୁର୍ନତିର ତଦନ୍ତ ଦାବିରେ କଂଗ୍ରେସର ବଙ୍ଗୋମୁଣ୍ଡା ବ୍ଲକ ଘେରାଉ

Kantabanji, Balangir | Sep 2, 2025
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ବେଲପଡା ପଞ୍ଚାୟତରେ ମନରେଗା ଯୋଜନରେ ବ୍ୟାପକ ଦୂର୍ନୀତିର ତଦନ୍ତ ଦାବିକରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ । କଂଗ୍ରେସ ପିସିସି ଉପସଭାପତି ତଥା କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ଅଫିସରେ ପହଞ୍ଚି ସେଠାରେ ଏକ ବିକ୍ଷୋଭ ସଭା କରି ଘେରାଉ କରିଥିଲେ। ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଳପଡା ପଞ୍ଚାୟତରେ ହୋଇଥିବା ମନରେଗା କାର୍ଯ୍ୟ ଦୁର୍ନିତିର ତଦନ୍ତ ଦାବି କରିଥିଲେ।
Read More News
T & CPrivacy PolicyContact Us