Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ପୋଲିସ ଦ୍ୱାରା ବୋଲେରିପଡା ରୁ ଜଣେ ଲୁଟେରା ଗିରଫ, ଲୁଟ ସାମଗ୍ରୀ ଜବତ

Sambalpur M, Sambalpur | Aug 21, 2025
ବୁର୍ଲା ପୋଲିସ ଦ୍ୱାରା ଜଣେ ଲୁଟେରା ଗିରଫ, ଲୁଟ ସାମଗ୍ରୀ ଜବତ l ମିଳିଥିବା ସୂଚନା ଅନୁସାରେ ଗତକାଲି ଦିନ 3 ଟା ସମୟରେ କୈଳାଶପତି ଖଣ୍ଡିତ ନାମକ ଜଣେ ବ୍ୟକ୍ତି ତାଙ୍କ ବାଇକ ରେ କଣ୍ଟାପାଲି ସ୍ଥିତ ତାଙ୍କ ଘରକୁ ଯାଉଥିବା ବେଳେ ଗାନ୍ଧିପଡ଼ା ପୋଲୋ ନିକଟରେ ଜଣେ ଯୁବକ ତାଙ୍କୁ ଲିଫ୍ଟ ମାଗିଥିଲେ l ଲିଫ୍ଟ ଦେଲା ପରେ ଯୁବକ ଜଣକ କୈଳାଶପତିଙ୍କୁ ଆକ୍ରମଣ କରି ତାଙ୍କ ଠାରୁ 1500 ଟଙ୍କା, ଗୋଟିଏ ମୋବାଇଲ ଓ ତାଙ୍କର ମୋଟର ସାଇକେଲକୁ ନେଇ ଫେରାର ହୋଇ ଯାଇଥିଲା l ଏନେଇ ବୁର୍ଲା ଥାନାରେ ଏକ ମାମଲା ରୁଜୁ ହୋଇଥିଲା l ବୁର୍ଲା ପୋଲିସ ଘଟଣାର ତଦନ୍ତ କରି ବୁର୍ଲା ବୋଲେରୋପଡା ର ରୋହିତ ଶଶିନୀ କୁ
Read More News
T & CPrivacy PolicyContact Us