Download Now Banner

This browser does not support the video element.

ରାଜଗାଙ୍ଗପୁର: ଟାଟା ଜାମସେଦପୁର ଠାରେ ଅନୁଷ୍ଠିତ ପାୱାର ଲିଫ୍ଟଙ୍ଗ ରେ ରାଜଗାଙ୍ଗପୁରର ତାପସ ଭଟ୍ଟାଚାର୍ଯ୍ୟ ଓ ଟିମ ପଦକ ବିଜୟୀ

Rajagangapur, Sundargarh | Aug 26, 2025
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରର ତାପସ ଭଟ୍ଟାଚାର୍ଯ୍ୟ ଟାଟା ଜାମସେଦପୁର ଠାରେ ଅନୁଷ୍ଠିତ ଜାତୀୟ ପାୱାର ଲିଫ୍ଟଙ୍ଗ ରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରି ସଫଳତା ହାସଲ କରିଛନ୍ତି। ଏହି ଅବସରରେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଓ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।
Read More News
T & CPrivacy PolicyContact Us