This browser does not support the video element.
ଚମ୍ପୁଆ: ଖମଣ୍ଡ ଗ୍ରାମରେ ଘର ଭାଙ୍ଗିଦେଲା ଦନ୍ତା
Champua, Kendujhar | Aug 24, 2025
ଚମ୍ପୁଆ ରେଞ୍ଜ ଅଧିନସ୍ଥ ଖମଣ୍ଡ ଗ୍ରାମରେ ଥିବା ବିଭୁତି ମୁଣ୍ଡାଙ୍କ ଘର ଆଜି ଏକ ଦନ୍ତା ଭାଙ୍ଗି ଦେଇଥିବା ଜଣା ପଡିଛି। ସୂଚନା ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କ୍ଷୟକ୍ଷତି ଆକଳନ କରିଥିବା ସୂଚନା ରହିଛି।