Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଏସସିଟିଇସିସି ର ୫ଦଫା ଦାବୀ ନେଇ ଧାରଣା

Paralakhemundi, Gajapati | Sep 2, 2025
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଏସସିଟିଇସିସି ର ୫ଦଫା ଦାବୀ ନେଇ ଧାରଣା । ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ନୟ ସମିତି (ଓଏସସିଟିଇସିସି) ର ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆଜି ଏଗାରଟା ବେଳେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫ଦଫା ଦାବୀ ନେଇ ଧାରଣା ପଦର୍ଶନ କରିଥିଲେ । ଓଷ୍ଠା,ଓଲୋଷ୍ଠା, ସଂସ୍କୃତ ଶିକ୍ଷକ ସଂଘ, ଅନୁଦାନ ପ୍ରାପ୍ତ ଶିକ୍ଷକ ସମିତି ଆଦି ୯ଟି ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମାନଙ୍କ ସଂଗଠନ ମାନେ ଏଥିରେ ସାମିଲ୍ ଥିଲେ । ବର୍ତ୍ତମାନ ସୁଧା ୧୯୪ଟି ହାଇସ୍କୁଲ ଅନୁଦାନ ପାଇ ନଥିବା ଯୋଗ
Read More News
T & CPrivacy PolicyContact Us