Download Now Banner

This browser does not support the video element.

କେନ୍ଦୁଝର ସହର: ୧୩ଦଫା ଦାବିରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କର ବିକ୍ଷୋଭ ପ୍ରଦର୍ଶନ

Kendujhar Town, Kendujhar | Aug 21, 2025
୧୩ଦଫା ଦାବିରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କର ବିକ୍ଷୋଭ ପ୍ରଦର୍ଶନ । କେନ୍ଦୁଝର କାଳୀପଡ଼ିଆରୁ ଆରମ୍ଭ ହୋଇ ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଯାଏ ଯାଇଥିଲା । ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରିବା ସହ, ମାନ୍ୟତା ପ୍ରଦାନ ନହେବା ଯାଏ ଅଙ୍ଗନୱାଡ଼ି କର୍ମୀଙ୍କୁ ମାସିକ ୧୮ ହଜାର ଓ ସହାୟିକାମାନଙ୍କୁ ୯ହଜାର ଟଙ୍କା ମାସିକ ବେତନ ପ୍ରଦାନ ଦାବି କରିଛନ୍ତି।
Read More News
T & CPrivacy PolicyContact Us