Install App
nuapdanewz
This browser does not support the video element.
ନୂଆପଡା: ସାର କଳାବଜାରୀ ବନ୍ଦ କରିବା ସହ ଜିଲ୍ଲାକୁ ସାର ଯୋଗାଇବା ଦାବି କରିବା ସହ ନୂଆପଡ଼ାରେ ପ୍ରତିକ୍ରିୟା ଦେଲେ ଆଦିବାସୀ ସଂଘ ସଭାପତି
Nuapada, Nuapada | Aug 23, 2025
ନୂଆପଡ଼ା ଜିଲ୍ଲାରେ ସାରର ଅଭାବ ଦେଖା ଦେଇଥିବା ବେଳେ ଜିଲ୍ଲାକୁ ସାର ଯୋଗାଇବା ଦାବି କଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସାର ଯୋଗାଇ ନ ଦେଲେ ଆଗାମୀ ଦିନରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଆଜି ଦିନ ଦୁଇଟା ସମୟରେ ସଂଘ ସଭାପତି ଭାନୁପ୍ରତାପ ସିଂ ନିଜ ପ୍ରତିକ୍ରିୟା ରଖିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!