Download Now Banner

This browser does not support the video element.

ଘସିପୁରା: ଏଲିମେଣ୍ଟାରୀ ଶିକ୍ଷକ ସଂଘ ସୌଜନ୍ୟରୁ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ମହାସମାରୋହରେ ବର୍ହାଟିପୁରା ଠାରେ ଅନୁଷ୍ଟିତ

Ghasipura, Kendujhar | Sep 5, 2025
ଘଟଗାଁ ବ୍ଲକ ଏଲିମେଣ୍ଟାରୀ ଶିକ୍ଷକ ସଂଘ ସୌଜନ୍ୟରୁ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ମହାସମାରୋହରେ ବର୍ହାଟିପୁରା ସ୍ଥିତ ନୀଳକଣ୍ଠେଶ୍ବର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ଉତ୍ସବରେ କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶିକ୍ଷକମାନେ ସମାଜ ଓ ରାଷ୍ଟ୍ରର ମାର୍ଗଦର୍ଶକ ବୋଲି ଅଭିହିତ କରିବା ସହ ସେମାନଙ୍କ ତ୍ୟାଗ ଓ ସଂସ୍କାର ଆଜିର ଅବକ୍ଷୟମୁଖୀ ପୃଥିବୀକୁ ନୂଆ ରାହା ଓ ନୂଆ ଦିଗ ଦେଉ ବୋଲି ଆହ୍ବାନ ଦେଇଥିଲେ।
Read More News
T & CPrivacy PolicyContact Us