This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ବିଶ୍ଵ ହିନ୍ଦୁ ପରିଷଦ ର 61 ତମ ସ୍ଥାପନା ଦିବସ ପାଇଁ ଭଦ୍ରକ ଯଶୋଦା ହୋଟେଲ ରେ ସାମ୍ବାଦିକ ସମ୍ମିଳନୀ
Bhadrak Rural, Bhadrak | Aug 21, 2025
ବିଶ୍ୱ ହିନ୍ଦୁ ପରିଷଦର 61 ତମ ସ୍ଥାପନା ଦିବସ ପାଇଁ ଆଜି ସଂଧ୍ୟା 5 ଘଟିକା ରେ ଭଦ୍ରକ ସହର ଯଶୋଦା ହୋଟେଲ ସମ୍ମିଳନୀ କକ୍ଷରେ ଭଦ୍ରକ ଶାଖା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ଆସନ୍ତା 16 ରୁ ଜିଲ୍ଲା ର 10 ଟି ପ୍ରାନ୍ତ ରେ ପାଳିତ ହେବ, ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ନଗର ସଙ୍କୀର୍ତ୍ତନ ଗାନ୍ଧୀ ପଡିଆ ରୁ ଆରମ୍ଭ ହେବ ସହର ପରିକ୍ରମା କରିବ । ସହିଦ ସ୍ମୃତି ଭବନ ରେ କାର୍ଯ୍ୟକ୍ରମ ହେବ,ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି କହିଛନ୍ତି ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ସମ୍ପାଦକ ବସନ୍ତ କୁମାର ରାଉତ