This browser does not support the video element.
ଧରାକୋଟ: ତପ୍ତପାଣି ପୀଠ ର ଉନ୍ନତିକରଣ ଲାଗି ମନ୍ଦିର ପରିସରରେ ଗୁରୁତ୍ୱପୂର୍ଣ ବୈଠକ,ଯୋଗଦେଲେ ସାନଖେମୁଣ୍ଡି ବିଡ଼ିଓ
Dharakote, Ganjam | Aug 22, 2025
ରାଜ୍ୟ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ସ୍ଥାନିତ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ତପ୍ତପାଣି ପୀଠ ର ଅଧିକ ଉନ୍ନତି କରଣ ଲାଗି ପ୍ରଶାସନ ପକ୍ଷରୁ ଜାରିରହିଛି ପ୍ରୟାସ l ପୀଠ ର ଉନ୍ନତି କରଣ ଲାଗି ଆଜି ତପ୍ତପାଣି ମନ୍ଦିର ପରିସରରେ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଅଧକ୍ଷତା ରେ ମନ୍ଦିର ପରିଚାଳନା କମିଟି ଏବଂ ଗ୍ରାମ କମିଟି କୁ ନେଇ ଏକ ଗୁରୁତ୍ୱପୁର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପୀଠ ରେ ପର୍ଯ୍ୟଟକ ଭୋଗୁଥିବା ସମସ୍ୟା, ଆବଶ୍ୟକୀୟ ଭିତିଭୂମି ଏବଂ ଉନ୍ନୟନ କାର୍ଯ୍ୟ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା l