Download Now Banner

This browser does not support the video element.

ବିଶୋଇ: ରାଜ୍ୟ ପୁରସ୍କାର ପ୍ରାପ୍ତ ଡଃ ରାଉତଙ୍କୁ ଆଜି ମଣଦା ସି ଏଚ୍ ସି ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା

Bisoi, Mayurbhanj | Jul 14, 2024
ବିଶୋଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଶଲ୍ୟ ବିଶେଷଜ୍ଞ ଡ଼ାକ୍ତର ରାଜେନ୍ଦ୍ର କୁମାର ରାଉତ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ରାଜ୍ୟ ସ୍ତରରେ ସମ୍ମାନୀତ ହୋଇ ଥିବାରୁ ତାଙ୍କୁ ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନ ଦୁଇଟା ସମୟରେ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି ବିଶୋଇ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତର ଡା. ଭାରତୀ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଡାକ୍ତର ଶ୍ରୀ ରାଉତ ବିଶୋଇ ପିଏଚସିକୁ ଉତ୍ତମ ସ୍ଵାସ୍ଥ୍ୟସେବା ଯୋଗାଇ ଆସୁଥ‌ିବାରୁ ଅଞ୍ଚଳରେ ପ୍ରଶଂସା ଭାଜନ ହୋଇ ପାରିଛନ୍ତି।
Read More News
T & CPrivacy PolicyContact Us