Download Now Banner

This browser does not support the video element.

କେନ୍ଦ୍ରାପଡା: କଳାକାର ଭତ୍ତା ଓ କଳାକାର ଚିହ୍ନଟ ଦାବି ନେଇ ରାଜକନିକା ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ରେ ବସିଲେ କଳାକାର

Kendrapara, Kendrapara | Apr 9, 2025
ରାଜକନିକା କଳାକାର ସଙ୍ଘ ପକ୍ଷରୁ କଳାକାର ଭତ୍ତା ଓ କଳାକାର ଚିହ୍ନଟ ଦାବି ନେଇ ଆଜି ଦିନ ଏଗାରଟା ରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ରାଜକନିକା ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନସନ କରିଥିବା ଦେଖିବାକୁ ମିଳିଛି। କଳାକାର ମାନଙ୍କୁ ସେମାନଙ୍କ ନାର୍ଯ୍ୟ ଦାବୀ ପ୍ରଦାନ ପାଇଁ ଏହି ଆନ୍ଦୋଳନ କରାଯାଇଛି lଏହି ପରିପେକ୍ଷୀରେ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛିl
Read More News
T & CPrivacy PolicyContact Us