Install App
belpahar_update
This browser does not support the video element.
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ର ବିଭିନ୍ନ ଅଂଚଳରେ ଆସନ୍ତା ୧୨ ତାରିଖ ବିଦ୍ୟୁତ ସରବରାହ ବନ୍ଦ ନେଇ ଓପିଟିସିଏଲ୍ ପକ୍ଷରୁ ଦିଆଗଲା ସୂଚନା
Jharsuguda, Jharsuguda | Sep 10, 2025
ଝାରସୁଗୁଡା ଜିଲ୍ଲା ର ବିଭିନ୍ନ ଅଂଚଳରେ ଆସନ୍ତା ୧୨ ତାରିଖ ବିଦ୍ୟୁତ ସରବରାହ ବନ୍ଦ ନେଇ ଓପିଟିସିଏଲ୍ ପକ୍ଷରୁ ଦିଆଗଲା ସୂଚନା l ଆଜି ବୁଧବାର ସନ୍ଧ୍ୟା ୬ ଟାରେ ଓପିଟିସିଏଲ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି l ସୂଚନା ଅନୁଯାୟୀ, ଆସନ୍ତା ୧୨ ତାରିଖ ୧୩୨/୩୩ କେ.ଭି. ଲଖନପୁର, ବ୍ରଜରାଜନଗର ଏବଂ ବୁଢ଼ୀପଦର ଗ୍ରୀଡ୍ ସବଷ୍ଟେସନ ଗୁଡ଼ିକରେ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ l
Share
Read More News
T & C
Privacy Policy
Contact Us
Your browser does not support JavaScript!