Download Now Banner

This browser does not support the video element.

ବଡସାହି: ଗୃହ ଓ ନଗର ଉନ୍ନୟନ ବିଭାଗମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଚାନକ ବେତନଟୀ ଗସ୍ତ, ସ୍ୱଳ୍ପ ସମୟର ରହଣିପରେ ବାରିପଦା ପ୍ରତ୍ୟାବର୍ତ୍ତନ

Barsahi, Mayurbhanj | Aug 28, 2025
ରାଜ୍ୟସରକାରଙ୍କର ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଗୁରୁବାର ଅପରାହ୍ନ ସାଢେ୫ଟାରେ ଅଚାନକ ଗସ୍ତକରି ବେତନଟୀରେ ପହଞ୍ଚି ଥିବାବେଳେ ସ୍ୱଳ୍ପସମୟର ରହଣି ପରେ ପୁନର୍ବାର ବାରିପଦା ପ୍ରତ୍ୟାବର୍ତ୍ତନ କରିଯାଇଥିଲେ l ମାନ୍ୟବର ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର ଗୁରୁବାର ଅପରାହ୍ନରେ ଅଚାନକ ବେତନଟୀ ଗସ୍ତକରି ସ୍ୱଳ୍ପ ସମୟ ରହିଥିଲେ l ଦଳୀୟ ବରିଷ୍ଠନେତା ପ୍ରଦୀପ ପରିଡା, ରାଜକିଶୋର ଶାହା ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us