This browser does not support the video element.
ନୟାଗଡ: ୧୧ କେଭି ତାର ସଂମ୍ପର୍ଶ ରେ ଆସି ଯୁବକ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଲେ ପ୍ରତିକ୍ରିୟା
Nayagarh, Nayagarh | Aug 21, 2025
୧୧ କେଭି ତାର ସଂମ୍ପର୍ଶ ରେ ଆସି ଯୁବକ ଗୁରୁତର। ଗୁରୁତର ଅବସ୍ଥାରେ ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ଭତ୍ରୀ। ଆଜି ସକାଳୁ ଦଶପଲ୍ଲା କ୍ଷୁଦ୍ର ଜଳସେଚନ ଡିଭିଜନ ଚତୃର୍ଥ କର୍ମଚାରୀ ସନ୍ତୋଷ ମହାପାତ୍ର ନିକଟସ୍ଥ ଡ୍ୟାମ କୁ ଲେବୁଲିଙ୍ଗ କରିବାକୁ ଯାଇଥିଲେ। ଲେବୁଲ ପାଇପ ଧରିଥିବା ବେଳେ ୧୧ କେଭି ତାର ସଂମ୍ପର୍ଶ ରେ ଆସିଥିଲେ। ବିଦ୍ୟୁତ ସମ୍ପର୍ଶ ରେ ଆସି ଗୁରୁତର ଅବସ୍ଥାରେ ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ଭତ୍ରୀ ହୋଇଥିଲେ। ଗୋଡ଼, ମୁଁହ, ହାତ ରେ ଗଭୀର ଆଘାତ ଲାଗିଛି। ତାଙ୍କ ର ସ୍ୱାସ୍ଥ୍ୟ ଅବସ୍ଥା ସ