Download Now Banner

This browser does not support the video element.

ଅନୁଗୋଳ: ଟ୍ରମା କେୟାରରେ ରୋଗିଣା ବାପାର ସାଲାଇନ୍ ଧରି ଠିଆ ହେଲେ ଝିଅ

Anugul, Angul | Sep 1, 2025
ଅବବ୍ୟସ୍ଥା ଦେଇ ଗତି କରୁଛି କୋଟି କୋଟି ଟଙ୍କା ଖର୍ଚ୍ଚ କରି ତିଆରି ହୋଇଛି ଟ୍ରମା କେୟାର। ସବୁ ପ୍ରକାର ବ୍ୟବସ୍ଥା ଥାଇ ମଧ୍ୟ ରୋଗୀ ମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଫଳରେ ଜିଲ୍ଲା ସମେତ ଜିଲ୍ଲା ବାହାରୁ ଆସୁଥିବା ରୋଗୀ ମାନେ ଆଉ କଟକ କିମ୍ବା ଅନ୍ୟ ବେସରକାରୀ ମେଡ଼ିକାଲ ଯିବାକୁ ବାଧ୍ୟ ହେଉଛନ୍ତି। ସୂଚନା ଅନୁସାରେ ୨୦୦୦ ୱାଟ ବିଜୁଳି ଆବଶ୍ୟକତା ଥିବା ବେଳେ ୨୫୦ ୱାଟରେ ଚାଲୁଛି ଟ୍ରମା କେୟାର। ସମସ୍ତେ ସୁସ୍ଥ ସୁଖୀ ରହିବ ପାଇଁ କୋଟି କୋଟି ଟଙ୍କାରେ ତିଆରି ହୋଇଛି ଟ୍ରମା କେୟାର। ଲିଫ୍ଟ ଥାଇ ମଧ୍ୟ ରୋଗୀ ଓ ସମ୍ପର୍କୀୟ ମାନେ ହନ୍ତସନ୍ତ ହେଉଛନ୍ତି। ଟ୍ରମା କେୟାରରେ ତାଳଚେର ଅଞ
Read More News
T & CPrivacy PolicyContact Us