Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ନେଇ ବାବା ନୀଳାଲୋହିତ ଙ୍କ ନୀତି ନିଷେଧ କୁ ନେଇ ଭଦ୍ରକ ମୁଖ୍ୟ ଡାକଘର ପାଖରେ ମତ ରଖିଲେ ଅଶୋକ ଦାସ

Bhadrak Rural, Bhadrak | Sep 7, 2025
ଆଜି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ସାରା ରାଜ୍ୟରେ ପାକ ନିଷେଧ ସହ ଦେବ ନୀତି ନିଷେଧ ମଧ୍ୟ ବିରଜା ପଞ୍ଜିକା ଅନୁଯାଇ ପାଳନ ହେଉଅଛି, ଏହି ପରିପେକ୍ଷୀ ରେ ଭଦ୍ରକ ମୁଖ୍ୟ ଡାକଘର ପାଖରେ ଥିବା ବାବା ନୀଳାଲୋହିତ ଙ୍କ ପୂଜା ନୀତି ନିଷେଧ କୁ ନେଇ ଆଜି ଦିନ 12 ଟାରେ ପ୍ରତିକ୍ରିୟା ରଖିଛନ୍ତି ସମ୍ପାଦକ ଅଶୋକ ଦାସ
Read More News
T & CPrivacy PolicyContact Us