Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ବରିଷ୍ଠ କ୍ରୀଡ଼ାବିତ ଲକ୍ଷ୍ମୀନାରାୟଣ ମହାସୁଆର ଙ୍କ ସ୍ମୁତି ଉଦେଶ୍ୟରେ ସେବାୟତ ଙ୍କ ପକ୍ଷରୁ ଶ୍ରୀ ମନ୍ଦିର ନିକଟରେ ଦୀପଦାନ l

Puri M, Puri | Sep 9, 2025
ପୁରୀ ଜିଲ୍ଲା କ୍ରୀଡା ସଂସଦ ,ପୁରୀ ଶ୍ରୀମନ୍ଦିର ସେବାୟତ ନିଯୋଗ ପୁରୀର କ୍ରୀଡ଼ାବିତ ଓ ଅନୁଷ୍ଠାନ ,ପୁରୀର ବିଭିନ୍ନ ଜାଗାଘର ମାନ ଆଦି ସିଂହଦ୍ୱାର ଠାରେ ଶ୍ରୀଜଗନ୍ନାଥ ଙ୍କ ଚରଣ ରେ ସ୍ବର୍ଗତ ଲକ୍ଷ୍ମୀ ନାରାୟଣ ମହାସୁଆର ଙ୍କ ଅମର ଆତ୍ମାର ସଦଗତି ପାଇଁ ଆଜି ଅପରାହ୍ନ 5 ସମୟରେ ଶ୍ରୀ ମନ୍ଦିର ସମ୍ମୁଖ ରେ ଦୀପ ଦାନ କରାଯାଇଥିଲା l
Read More News
T & CPrivacy PolicyContact Us