Download Now Banner

This browser does not support the video element.

ଚମ୍ପୁଆ: ବଲାଣି ସାଇଡିଂରେ ଭାରସାମ୍ୟ ହରାଇ ଓଲଟିଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଚାଳକ

Champua, Kendujhar | Sep 2, 2025
ବଲାଣି ଥାନା ଅନ୍ତର୍ଗତ ବଲାଣି ସାଇଡିଂରେ ଆଜି ଏକ ହାଇୱା ମାଲ୍ ଖାଲି କରିବାକୁ ଯାଇ ଭାରସାମ୍ୟ ହରାଇ ଓଲଟି ପଡିଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଘଟଣାସ୍ଥଳ ଛାଡି ଚାଲି ଯାଇଥିବା ଜଣା ପଡିଛି।
Read More News
T & CPrivacy PolicyContact Us